Jump to content

ରାଜଦୂତ

ଉଇକିଅଭିଧାନ‌ରୁ

ରାଜଦୂତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ରାଜାଙ୍କ ପ୍ରେରିତ ବାର୍ତ୍ତା ବହ — ୧. A messenger sent by a king.
୨. ଏକ ରାଜାଙ୍କର ଅନ୍ୟରାଜାଙ୍କ ନିକଟକୁ ପଠାଇବା ଦୂତ — ୨. Ambassador.