Jump to content

ରାଜଧାନିଆ

ଉଇକିଅଭିଧାନ‌ରୁ

ରାଜଧାନିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ରାଜଧାନୀୟ)

[ସମ୍ପାଦନା]
୧. ରାଜଧାନୀ ସମ୍ୱନ୍ଧୀୟ —୧. Relating to a capital.
୨. ରାଜଧାନୀରେ କରାଯିବାର ଉପଯୁକ୍ତ ୨. Befitting a capital.

[ଉ—ଏ ସବୁ ରାଜଧାନିଆ ଆଡ଼ମ୍ୱର ମଫସଲିଆଙ୍କୁ ପାଏ ନାହିଁ]