Jump to content

ରାଜନିତି

ଉଇକିଅଭିଧାନ‌ରୁ

ରାଜନିତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜନ୍ ଓ ନିତ୍ୟ)

[ସମ୍ପାଦନା]
୧. ରାଜାଙ୍କର ନିତ୍ୟକର୍ମ; ରାଜାଙ୍କର ପ୍ରାତ୍ୟହିକ ଦୈହିକ କର୍ମମାନ —୧. The different daily acts or avocations of a Rājā.

[ଦ୍ରଷ୍ଟବ୍ୟ —ସାଧାରଣଙ୍କ ଦୈନନ୍ଦିନ କୃତ୍ୟ ପରି ରାଜାଙ୍କର କ୍ରିୟାମାନଙ୍କର ବିଶିଷ୍ଟ ନାମକରଣ ଅଛି ଓ ଆମ୍ଭମାନଙ୍କ ନିତି ଅପେକ୍ଷା ରାଜନିତିମାନ ବେଶୀ ଆଡ଼ମ୍ୱର ପୂର୍ଣ୍ଣ ରାଜାତଳେ ନୋଟ୍ ଦେଖ]

୨. ରାଜାଙ୍କ ନିତି ପରି ଆଡ଼ମ୍ୱରଯୁକ୍ତ କାର୍ଯ୍ୟ —୨. Any act accompanied with grandeour (like that of a king).