Jump to content

ରାଜନୀତିକ

ଉଇକିଅଭିଧାନ‌ରୁ

ରାଜନୀତିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ—(ରାଜନୀତି+ଇକ)

[ସମ୍ପାଦନା]

ରାଜନୀତି ସମ୍ୱନ୍ଧୀୟ — Political.

[ଦ୍ରଷ୍ଟବ୍ୟ —ଅନେକ ଲେଖକ 'ରାଜ— ନୈତିକ' ଶବ୍ଦ ବ୍ୟବହାର କରୁଅଛନ୍ତି କିନ୍ତୁ ଏହା ବ୍ୟାକରଣବିରୁଦ୍ଧ ପ୍ରୟୋଗ]