ରାଜନୈତିକ
ରାଜନୀତି ସମ୍ୱନ୍ଧୀୟ — Political.
[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣର ନିୟମ ଅନୁସାରେ ରାଜ— ନୈତିକ ଶବ୍ଦ ଅଶୁଦ୍ଧ,' ରାଜନୀତିକ' ଶବ୍ଦ ଶୁଦ୍ଧ ଅଟେ]