ରାଜନୈତିକ ବହୁରୂପା
ଦେଖଣା
ରାଜନୈତିକ ବହୁରୂପା
ଉଚ୍ଚାରଣ
[ସମ୍ପାଦନା][ରାଜନୈତିକ ଏଣ୍ଡୂଅ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରାଜନୈତିକ ବହୁରୂପା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଆଧୁନିକ ପ୍ରୟୋଗ)—(ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ— ନୀତିକ ମତ ପୋଷଣ ଓ ପ୍ରଚାର କରନ୍ତି —persons who change their political opinion often (like the changing of colours by a chamellion)
[ଉ—ବେନର୍ଯ୍ୟାଙ୍କ ପରି ରାଜନୈତିକ ଏଣ୍ଡୂଅଙ୍କର ଅଭାବ ନାହିଁ ଦୈ ଆଶା]