Jump to content

ରାଜନ୍ୱନ୍

ଉଇକିଅଭିଧାନ‌ରୁ

ରାଜନ୍ୱନ୍

ଉଚ୍ଚାରଣ

[ସମ୍ପାଦନା]
(ରାଜନ୍ୱତୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ରାଜନ୍+ଅସ୍ତ୍ୟର୍ଥେ ବତ୍; ରାଜନ୍ୱତ୍ ଶବ୍ଦ, ୧ମା ୧ବ)

[ସମ୍ପାଦନା]

ପ୍ରଜାରଞ୍ଜକ, ରାଜାଙ୍କଦ୍ୱାରା ଶାସିତ (ଦେଶ) —(Country) Blessed with gooda king.