Jump to content

ରାଜବର୍ତ୍ତ

ଉଇକିଅଭିଧାନ‌ରୁ

ରାଜବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ବୈଦ୍ୟକସଂସ୍କୃତ - ରାଜାବର୍ତ୍ତ)

[ସମ୍ପାଦନା]

ମଣି ବିଶେଷ — A kind of gem.

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ଉପରତ୍ନ ଅଟେ ଶିରୀଶ ଫୁଲର ରସ ଓ ଅଦା ରସରେ ଭାବନା ଦେଲେ ଏହା ଔଷଧରୂପେ ବ୍ୟବହୃତ ହେବା ପାଇଁ ବିଶୋଧିତ ହୁଏ ଶୋଧିତ ରାଜବର୍ତ୍ତ ମଣିଚୂର୍ଣ୍ଣ କରି ଗନ୍ଧକ ଓ ଲେମ୍ୱୁ ରସ ସହିତ ମର୍ଦନ ପୂର୍ବକ ସାତବାର ପୁଟପାକରେ ଦଗ୍ଧ କରିବ ଏହି ଭସ୍ମ ସେବନ କଲେ ପ୍ରମେହ, ଅର୍ଶ, ପାଣ୍ଡୂ, କଫ ଓ ବାତରୋଗ ନଷ୍ଟ ହୁଏ ଏହା ରସାୟନ, ଅଗ୍ନିଦୀପକ; ପାଚକ, ପିତ୍ତନାଶକ, ମଧୁର, ସ୍ନିଗ୍ଧ ଓ ବଳକାରକ ଦବ୍ୟଗୁଣ କଳ୍ପଦ୍ରୂମ]