Jump to content

ରାଜଭୂୟ

ଉଇକିଅଭିଧାନ‌ରୁ

ରାଜଭୂୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଜନ୍+ଭୂ ଧାତୁ+ଭାବ ୟ)

[ସମ୍ପାଦନା]
୧. ରାଜତ୍ୱ — ୧. Kingship.
୨. ରାଜ୍ୟ — ୨. Kingdom.