ରାଜଭୋଗ
ଦେଖଣା
ରାଜଭୋଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅତୁଳ ଏଶ୍ୱର୍ଯ୍ୟ —୧. Princely prosperity.
- ୨. ରାଜାଙ୍କ ଉପଭୋଗ୍ୟ ସାମଗ୍ରୀ —୨. Articles enjoyed by a king.
- ୩. ରାଜାଙ୍କ ପରି ଅୟସ ବା ସୁଖ— ସ୍ୱାଚ୍ଛନ୍ଦ୍ୟ ଉପଭୋଗ —୩. Enjoyment of the pleasures of life befitting a king.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମିଷ୍ଟାନ୍ନବିଶେଷ —୧. Name of a sweet-meat.
- ୨. ଧାନ୍ୟ ବିଶେଷ —୨. A sort of paddy.