ରାଜମହଲ
ଦେଖଣା
ରାଜମହଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜନ୍ ଓ ଫା ମହଲ୍)
[ସମ୍ପାଦନା]- ୧. ରାଜପ୍ରସାଦ —୧. Palace.
- ୨. ରାଜାନ୍ତଃପୁର —୨. The harem of a king.
- ୩. ବିହାର ପ୍ରଦେଶର ସାନ୍ତାଳ ପ୍ରଗନ୍ନା ନିକଟସ୍ଥ ପର୍ବତମାଳା ବିଶେଷ —୩. Name of a range of mountains in the Santhal Pergunnahs.
[ଦ୍ରଷ୍ଟବ୍ୟ —ଏ ପର୍ବତମାଳା ସମୁଦ୍ର ଅପେକ୍ଷା ଦୁଇ ହଜାର ଫୁଟ ଉଚ୍ଚ ଏଠାରେ ମୋଗଲ୍ ରାଜତ୍ୱକାଳର ଅନେକ ରାଜାପ୍ରସାଦ, ମସ୍ଜିଦ୍ ଆଦିର ଭଗ୍ନାବଶେଷ ଅଛି— ହିନ୍ଦୀ - ଶ]