ରାଜର୍ଷି
ଦେଖଣା
ରାଜର୍ଷି
ଉଚ୍ଚାରଣ
[ସମ୍ପାଦନା](ରାଜଋଷି—ଦେଶଜ - ରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](କର୍ମଧା; ଯେଉଁ ଲୋକ ରାଜା ହୋଇ ଋଷି ପରି ଜୀବନ କଟାନ୍ତି)—ଯେଉଁ ବ୍ୟକ୍ତି ରାଜ ପଦରେ ଅଭିଷକ୍ତ ହୋଇ ମଧ୍ୟ ଋଷି ପରି ଜ୍ଞାନା— ଲୋଚନା କରନ୍ତି ଏବଂ ସାଂସରିକ ମାୟାବନ୍ଧନକୁ ଏଡ଼ି ଥାଆନ୍ତି —A king who lives the life of a sage; a saintly king.
[ଦ୍ରଷ୍ଟବ୍ୟ —ମିଥିଳଳାର ରାଜା ଜନକକ ଓ ବିଶ୍ୱାମିତ୍ର ରାଜର୍ଷି ଥିଲେ ଋଷି ୭ ପ୍ରକାରର ଯଥା—ଦେବର୍ଷି, ବ୍ରହ୍ମର୍ଷି, ମହର୍ଷି, ପରମର୍ଷି, ରାଜର୍ଷି କାଣ୍ଡର୍ଷି, ଶୃତର୍ଷି ଶୋଷୋକ୍ତ ୨ ଶ୍ରେଣୀ ବେଦର ଦ୍ରଷ୍ଟା ରାଜବଂଶୀୟ ବା କ୍ଷତ୍ରିୟ କୁଳର ଋଷିଙ୍କୁ ରାଜର୍ଷି ବୋଲାଯାଏ—ହିନ୍ଦୀ - ଶ]