ରାଜସ
ଦେଖଣା
ରାଜସ
ଉଚ୍ଚାରଣ
[ସମ୍ପାଦନା](ରାଜସିକ—ଅନ୍ୟରୂପ)
(ରାଜସୀ; ରାଜସିକା—ସ୍ତ୍ରୀ)
ସଂସ୍କୃତ - ବିଣ—(ରଜସ୍+ଅ; ଇକ)
[ସମ୍ପାଦନା]- ୧. ରଜୋଗୁଣମୟ — ୧. Full of or derived from wordly attributes.
- ୨. ରଜୋପୁଣ ସମ୍ୱନ୍ଧୀୟ — ୨. Relating to 'Rojoguṇa'.
- ୩. ସତ୍କାର ସମ୍ମାନଲାଭ ବା ପୂଜା ପାଇବା ପାଇଁ ବା ଖ୍ୟାତି ଲାଭାର୍ଥ କରାଯିବା (କର୍ମ) —୩. (Acts) Done by a man with a view to gain fame or honour.