ରାଜସାକ୍ଷିକ
ଦେଖଣା
ରାଜସାକ୍ଷିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁ ସଂହିତାବର୍ଣ୍ଣିତ ତିନି ପ୍ରକାର ଦଲିଲ ମଧ୍ୟରୁ ଏକତମ, ବ୍ୟାବହାରିକ ଲେଖ୍ୟ ବିଶେଷ; ରାଜବିଚାରାଳୟରେ ରାଜନିଯୁକ୍ତ ଲେଖକଦ୍ୱାରା ଲିଖିତ ଯେଉଁ ଦଲିଲରେ ବିଚାରଳୟର ଅଧ୍ୟକ୍ଷଙ୍କର ହସ୍ତଚିହ୍ନିତ ଲେଖାଥାଏ; ଆଧୁନିକ ରେଜିଷ୍ଟର ଦସ୍ତାବିଜ — A document written by a scribe appointed by the king and attested or countersigned by a public official; a registered deed.
[ଦ୍ରଷ୍ଟବ୍ୟ —ଅନ୍ୟ ଦୁଇପ୍ରକାର ଦଲିଲ ଯଥା—ସସାକ୍ଷିକ—ଯେଉଁ ଦଲିଲରେ ହାଁସିଆ ସାକ୍ଷୀ ଦସ୍ତଖତ୍ କରି ଥାଆନ୍ତି (Attested document) ଅସାକ୍ଷିକ—ଯେଉଁ ଦଲିଲରେ ସାକ୍ଷୀ ଦସ୍ତଖତ କରି ନ ଥାନ୍ତି (Unattested document)]