ରାଜସୂୟ
ଦେଖଣା
ରାଜସୂୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ରାଜନ୍+ସ୍ୱ ଧାତୁ=ପ୍ରସବ କରିବା+କର୍ମ ଯ)
[ସମ୍ପାଦନା]- ୧. ସମାବେଦ ବିହିତ ସମ୍ରାଟଙ୍କ କର୍ତ୍ତବ୍ୟ ଯଜ୍ଞ ବିଶେଷ —୧. A vedic sacrifice enjoined on emperors by the Sāmabeda.
[ଦ୍ରଷ୍ଟବ୍ୟ —ଏହି ଯଜ୍ଞରେ ଅଧୀନ ଓ ସାମନ୍ତ ରାଜମାନେ ଯୋଗ ଦେଇ ଭୃତ୍ୟୋଚିତ ନାନା କାର୍ଯ୍ୟ କରନ୍ତି ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ସ୍ୱୟଂ ଶ୍ରୀକୃଷ୍ଣ ବ୍ରାହ୍ମଣମାନଙ୍କ ପଦପ୍ରକ୍ଷାଳନ ଭାର ନେଇଥିଲେ]
- ୨. ପର୍ବତବିଶେଷ —୨. Name of a mountain.
- ୩. ଧାନ୍ୟ ବିଶେଷ —୩. Name of a paddy.
- ୪. ରାଜମାର୍ଗ —୪. Highway.