Jump to content

ରାଜସେୟୀ କାରଖାନା

ଉଇକିଅଭିଧାନ‌ରୁ

ରାଜସେୟୀ କାରଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ରାଜସୂୟ)

[ସମ୍ପାଦନା]

ଆଡ଼ମ୍ୱରପୂର୍ଣ୍ଣ କାର୍ଯ୍ୟ — A pompous work.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ ରାଜାମାନେ ରାଯସୂୟ ଯଜ୍ଞକୁ ଯେପରି ଅଜସ୍ର ଅର୍ଥ ବ୍ୟୟରେ ମହା ଆଡ଼ମ୍ୱର ସହକାରେ ସମାଧାନ କରୁଥିଲେ ସେହିପରି କୌଣସି କାର୍ଯ୍ୟକୁ ଖୁବ୍ ଆଡ଼ମ୍ୱର ଭାବରେ କଲେ ତାହାକୁ ରାଜସୋୟୀ କାରଖାନା ବୋଲାଯାଏ]