Jump to content

ରାଜସ୍ୱ ନିଲାମ

ଉଇକିଅଭିଧାନ‌ରୁ

ରାଜସ୍ୱ ନିଲାମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ରାଜସ୍ୱ ବାକି ନିଲାମ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ବୈସୁଲ୍ ତାନୀ ନିଲାମ; ରାଜସ୍ୱ ବାକି ପଡ଼ିବା ଯୋଗୁଁ ତାହା ଆଦାୟ କରିବା ପାଇଁ ରାଜସ୍ୱଦାୟୀ ବୃତ୍ତିର ଅଦାଲତଙ୍କଦ୍ୱାରା ବିକ୍ରୟ —Revenue sale; sale of a land for arrears of revenue.