Jump to content

ରାଜହଂସ

ଉଇକିଅଭିଧାନ‌ରୁ

ରାଜହଂସ

ଉଚ୍ଚାରଣ

[ସମ୍ପାଦନା]
(ରାଜହଂସୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ରକ୍ତବର୍ଣ୍ଣ ଚକ୍ଷୁ ଓ ଚରଣଯୁକ୍ତ ଶୁକ୍ଳହଂସ; କଳହଂସ —୧. The white goose (with red legs and eyes) flamingo gander.

[ଦ୍ରଷ୍ଟବ୍ୟ —କବିପ୍ରସିଦ୍ଧ ଅଛି ଯେ ରାଜହଂସ ଆଗରେ ପାଣିମିଶା ଦୁଧ ରଖିଦେଲେ ସେ ଖାଣ୍ଟି ଦୁଧତକ ପିଇ ପାଣିତକ ଛାଡ଼ିଯାଏ; କିନ୍ତୁ ଏହା ପରୀକ୍ଷାଦ୍ୱାରା ପ୍ରମାଣିତ ହୋଇ ପାରି ନାହିଁ]

୨. ଶ୍ରେଷ୍ଠରାଜା; ଯେଉଁ ରାଜା ରାଜହଂସ ପରି ଦୋଷ ତ୍ୟାଗ କରି ଗୁଣ ଗ୍ରହଣ କରନ୍ତି —୨. An excellent king.

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଟକ ନଗରର୭ ମାଇଲ୍ ପୂର୍ବରେ ଥିବା ଏକ ବଡ଼ ମଉଜା —Name of a big village to the east of Cuttack.