Jump to content

ରାଜହଂସ ବନ

ଉଇକିଅଭିଧାନ‌ରୁ

ରାଜହଂସ ବନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଟକର ପୂର୍ବବର୍ତ୍ତୀ ରାଜହଂସ ନାମକ ଗ୍ରାମସ୍ଥ ମହାନଦୀ କୂଳେ ଥିବା ଛୋଟ ଅରଣ୍ୟ (ପୂର୍ବକାଳରେ ଏ ଗୋଟିଏ ବୃହତ୍ ବନ ଥିଲା) — The name of a small jungly tract to the east of the Cuttack town along the bank of the Mahanadi.

[ଉ—ପ୍ରାଚୀନରେ ଏବେ ରାଜହଂସବନ ଭେଦି ଉଛୁଳଇ ପ୍ରଭା ପ୍ରସ୍ରବଣ ରାଧାନାଥ. ନନ୍ଦିକେଶ୍ୱରୀ]