Jump to content

ରାଜାଦୃଷ୍ଟି

ଉଇକିଅଭିଧାନ‌ରୁ

ରାଜାଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ରାଜାଙ୍କର ଅନୁଗ୍ରହ ଦୃଷ୍ଟି —୧. King's favourable look (falling on a person).
୨. କୌଣସି ପଦାର୍ଥ ଉପରେ ପତିତ ହେବା ରାଜାଙ୍କ କୃଦୃଷ୍ଟି ବା ନଜର; ରାଜାଙ୍କ ଆଖି ପଡ଼ିବା —୨. The eyes or the sight of a king falling on an object.

[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କ ପାଇଁ ଅଭିପ୍ରେତ ବସ୍ତୁ ଉପରେ ରାଜଦୃଷ୍ଟି ପଡ଼ିଲେ ଏହା ତହିଁର ସ୍ୱାମୀର ଭୋଗ ସମ୍ୱନ୍ଧେ ବାଧାଜନକ ହୁଏ ବୋଲି ଲୋକେ କହନ୍ତି]