Jump to content

ରାଜାନ୍ନ

ଉଇକିଅଭିଧାନ‌ରୁ

ରାଜାନ୍ନ

ଉଚ୍ଚାରଣ

[ସମ୍ପାଦନା]

ରାଜାର୍ହ, ରାଜୈଷ୍ଟ—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

କର୍ଣ୍ଣାଟ ଦେଶ ପ୍ରସିଦ୍ଧ ହୈମନ୍ତିକ ଧାନ୍ୟ ବିଶେଷ; ଏକପ୍ରକାର ସରୁଧାନ —A sort of fine winter rice grown in the Deccan.

[ଦ୍ରଷ୍ଟବ୍ୟ —ଏହା ଶୁକ୍ଳ, ରକ୍ତ ଓ କୃଷ୍ଣବର୍ଣ୍ଣ ଭେଦରେ ତିନି ପ୍ରକାର ତନ୍ମଧ୍ୟରେ କୃଷ୍ଣବର୍ଣ୍ଣ ଅପେକ୍ଷା ରକ୍ତ ଓ ରକ୍ତ ଅପେକ୍ଷା ଶୁକ୍ଳଧାନ୍ୟ ଉତ୍କୃଷ୍ଟ]