Jump to content

ରାଜାବର୍ତ୍ତ

ଉଇକିଅଭିଧାନ‌ରୁ

ରାଜାବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସ୍ଫିଟିକ ଜାତୀୟ ଉପରତ୍ନ —A kind of inferior gem.

[ଦ୍ରଷ୍ଟବ୍ୟ —ଏହି ମଣି ନୀଳ ବା କୃଷ୍ଣବର୍ଣ୍ଣ; କିନ୍ତୁ ମୟୂର କଣ୍ଠ ପରି ନାନାପ୍ରକାର ଆଭା ଏଥିରୁ ବାହାରେ ଏହା ଧାରଣ କଲେ ସୌଭାଗ୍ୟ ବୃଦ୍ଧି ଓ ରୋଗ ଶାନ୍ତି ହୁଏ]