Jump to content

ରାଜାମ୍ର

ଉଇକିଅଭିଧାନ‌ରୁ

ରାଜାମ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

[[]] ୧ ରାଇ ]] ୭ (ଦେଖ) - —୧. Rāi ୭ (See)

୨. ସୁମିଷ୍ଟ ଆମ୍ର ବିଶେଷ —୨. A sort of sweet mango.

[ଦ୍ରଷ୍ଟବ୍ୟ — ଏହା ସାଧାରଣ ଆମ୍ୱ ଅପେକ୍ଷା ବଡ଼, ବେଶି ମାଂସାଳ ଓ ଛୋଟ ଟାକୁଆ ଯୁକ୍ତ ଏ ଫଳର ଶସ ଚେରୁଆ ନୁହେଁ ଏ ଗଛରୁ କଲମୀ ଗଛ ଉତରା ଯାଏ ଲେଙ୍ଗଡ଼ା, ବାଇଗଣ ପଲେଇ, ଫଜଲୀ, ମାଲଦହ, ବୋମ୍ୱେଇ— ଆଦି ଆମ୍ୱ ଏହି ଶ୍ରେଣୀର]