ରାଜାରାମ ପଣ୍ଡିତ
ଦେଖଣା
ରାଜାରାମ ପଣ୍ଡିତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଜାରାମ ପଣ୍ଡିତ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମରହଟ୍ଟା ଅମଳରେ ଓଡ଼ିଶାର ଶାସନରେ ନିଯୁକ୍ତ ସୁବାଦାର ବିଶେଷ —Name of a Marhatta Governer of Orissa.
[ଦ୍ରଷ୍ଟବ୍ୟ —ଏ ଖ୍ରୀ ୧୭୭୯: ସାଲରେ ଓଡ଼ିଶାକୁ ଆସିଥିଲେ ଏ ରାଜଶାସନରେ ପଟୁ ଓ ନିର୍ମଳ ଚରିତ୍ରର ଲୋକଥିଲେ ୧୭୮୧: ସାଲରେ ବିରାରର ମରହଟ୍ଟାରାଜାଙ୍କ ସହିତ ଇଂରାଜମାନଙ୍କର ଯେଉଁ ସନ୍ଧି ହୋଇଥିଲେ ସେଥିରେ ମରହଟ୍ଟାଙ୍କ ପକ୍ଷରୁ ରାଜାରାମ ଉପସ୍ଥିତ ହୋଇଥିଲେ ଏହାଙ୍କ ଅମଳର ଅନେକ ଲାଖରାଜ ଜମିର ସନନ୍ଦ ଓଡ଼ିଶାରୁ ମିଳେ ଏ ଓଡ଼ିଶାରେ ରାଜସ୍ୱ ବନ୍ଦୋବସ୍ତ କରାଇଥିଲେ]