ରାଜା ଜୟସିଂହ
ଦେଖଣା
ରାଜା ଜୟସିଂହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଜା ଜୟସିଂହ
|
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜୟପୁର ନଗରର ପ୍ରତିଷ୍ଠାତ ରାଜା —The founder king of Jaipur town.
[ଦ୍ରଷ୍ଟବ୍ୟ —ଏ ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ଥିଲେ ଏ ଅତି ବିଦ୍ୟାନୁରାଗୀ ଥିଲେ ୧୬୯୯: ଖ୍ରୀଷ୍ଟାବ୍ଦରେ ଏ ସିଂହାସନରେ ବସିଲେ ଓ ୪୪: ବର୍ଷ ରାଜତ୍ୱ କରିଥିଲେ ଏ ଗଣିତ, ଜ୍ୟୋତିଷ ଓ ରାଜନୀତି ମନ୍ତ୍ରଣାରେ ବଡ଼ ବିଚକ୍ଷଣ ଥିଲେ ଜ୍ୟୋତିଷଶାସ୍ତ୍ର ଉତ୍ତମରୂପେ ଜାଣିବାପାଇଁ ଏ ପର୍ତ୍ତୁଗାଲ୍କୁ ଲୋକ ପଠାଇ ଥିଲେ ଏହାଙ୍କ ଆଦେଶରେ ଜୟପୁର, ଦିଲ୍ଲୀ, ଉଜ୍ଜୟିନୀ ମଥୁରା ଓ କାଶୀରେ ମାନ—ମନ୍ଦିରମାନ ନିର୍ମିତ ହୋଇଥିଲା ଏ ଜ୍ୟୋତିଷ ବୋଧୋପାଯୋଗୀ ନାନାଦି ଗୋଲକାଦି ଜ୍ୟୋତିଷ ଯନ୍ତ୍ର ନିର୍ମାଣ କରି ପଞ୍ଜିକା ସଂସ୍କାର କରିଥିଲେ]