ରାଜା ସାମନ୍ତସିଂହାର
ପ୍ରାଚୀନ ଓଡ଼ିଆ କବି ବିଶେଷ —Name of an ancient Oriya poet.
[ଦ୍ରଷ୍ଟବ୍ୟ —ମଧୁପଚଉତିଶା ଓ ରାଧାବିଳାପ ଏହାଙ୍କଦ୍ୱାରା ରଚିତ ହୋଇଥିଲା ବିନାୟକ ଉତ୍କଳ ସାହିତ୍ୟ ଇତିହାସ]