Jump to content

ରାଜିତ

ଉଇକିଅଭିଧାନ‌ରୁ

ରାଜିତ

ଉଚ୍ଚାରଣ

[ସମ୍ପାଦନା]
(ରାଜିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ରାଜ. ଧାତୁ+କର୍ତ୍ତୃ ତ)

[ସମ୍ପାଦନା]
୧. ଶୋଭିତ — ୧. Adorned.
୨. ପ୍ରଦୀପ୍ତ —୨. Illuminated; dazzling.
୩. ପ୍ରକାଶିତ —୩. Displayed; manifest.

[ଉ—ବଢ଼ାଇ ଜୀବ ଭୃଞ୍ଜିତ, ବୁକୁରେ ତୁଣ୍ଡ ରାଜିତ ଭଞ୍ଜ. ବୈଦେହୀଶବିଳାସ]