ରାଜି ରକବା
ରାଜି ରଫା, ରାଜି ରୁକବା—ଅନ୍ୟରୂପ
(କଚିରିଆ) ମକଦ୍ଦମାରେ ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ହୋଇଥିବା —Compromise between the parties.