Jump to content

ରାଜୀବ ନୟନ

ଉଇକିଅଭିଧାନ‌ରୁ

ରାଜୀବ ନୟନ

ଉଚ୍ଚାରଣ

[ସମ୍ପାଦନା]

ରାଜୀବ ନେତ୍ର, ରାଜୀବ ଲୋଚନ—ଅନ୍ୟରୂପ

ରାଜୀବ ନୟନା,ରାଜୀବ ନେତ୍ରା, ରାଜୀବ ଲୋଚନାସ୍ତ୍ରୀ

(ରାଜୀବନୟନୀ, ରାଜୀବନେତ୍ରୀ, ରାଜୀବଲୋଚନୀ—ଦେଶଜ - ସ୍ତ୍ରୀ. ରୂପ)

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ରାଜୀବ=ପଦ୍ମ ପରି ନୟନ ଯାହାର)

[ସମ୍ପାଦନା]

ପଦ୍ମପରି ସୁନ୍ଦର ଚକ୍ଷୁବିଶିଷ୍ଟ — Lotus-eyed;having eyed as graceful as the lotus.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name given to males.