Jump to content

ରାଜୁଡ଼ି

ଉଇକିଅଭିଧାନ‌ରୁ

ରାଜୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଜୁଆଡ଼ା —୧. The states ruled by Indian Ruling Chiefs.

[ଉ—ରାଜା ରାଜୁଡ଼ା ସବୁଠାରେ ପୁଚ୍ଛା ରଣେବଣେ ଯାଉ ଯେଣେ ତା ଇଚ୍ଛା—କହନ୍ତି ମାୟେ —ଚଉତିଶା]

୨. [[ ରାଜନ୍ୟ ୧[[ ଓ ୨[[]] (ଦେଖ) - — ୨. Rājanya ୧ and ୨ (See)
୩. ସାମନ୍ତରାଜା — ୩. Feudal Chief.
୪. ରାଜାଙ୍କ ପରି ବ୍ୟକ୍ତି — ୪. Personage of the position of a rājā.

ଦେଶଜ - ବିଶେଷଣ -

[ସମ୍ପାଦନା]

ରାଜୁଆଡ଼ା (ଦେଖ) - Rājuaṟḍ̠a (See)