ରାଜୁସି
ଦେଖଣା
ରାଜୁସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ରାଜସୂୟ)
[ସମ୍ପାଦନା]- ୧. ରାଜସୂୟ (ଦେଖ) - —୧. Rāja sūya (See).
[ଉ—ମୋହର ଦର୍ପ ଏବେ ହର; ସୁଖେ ରାଜୁସି ଯାଗ କର ଜଗନ୍ନାଥ ଭାଗବତ]
- ୨. (ସଂସ୍କୃତ - ରାଜସ୍ୱ)—ରାଜସ୍ୱ (ଦେଖ) - —୨. Rājaswa (See).
- ୩. (ସଂସ୍କୃତ - ରାଜର୍ଷି) ରାଜର୍ଷି (ଦେଖ) - —୩. Rājarshi (See)
ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ରାଜସିକ)—ରାଜସିକ (ଦେଖ) - ୧. Rājasika (See)
- ୨. (ସଂସ୍କୃତ - ରାଜକୀୟ)—ରାଜକୀୟ (ଦେଖ) - —୨. Rājakīya (See)