ରାଜ୍ୟକ୍ତା
ରାଇତା; ଲାଉର କ୍ଷୁଦ୍ରଖଣ୍ଡମାନଙ୍କ ସଙ୍ଗେ ଦହି, ଲୁଣ, ବେଶର ଓ ମସଲାଗୁଣ୍ଡା ମିଶାଯାଇ କରାଯିବା ତିଅଣ —A sort of sour curry made of gourd, curd and spices.