ରାଜ୍ୟଚ୍ୟୁତ
ଦେଖଣା
ରାଜ୍ୟଚ୍ୟୁତ
ଉଚ୍ଚାରଣ
[ସମ୍ପାଦନା](ରାଜ୍ୟଚ୍ୟୁତା—ସ୍ତ୍ରୀ)
(ରାଜ୍ୟଚ୍ୟୁତି—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୫ମୀ ତତ୍; ରାଜ୍ୟ+ଚ୍ୟୁତ)
[ସମ୍ପାଦନା]- ୧. ରାଜ୍ୟଭ୍ରଷ୍ଟ ୧. Deprived of the kingdom.
- ୨. ରାଜ୍ୟଶାସନରୂପ ଅଧିକାରରୁ ବଞ୍ଚିତ — ୨. Dethroned; deposed; deprived of the power of ruling over a kingdom.
[ଦ୍ରଷ୍ଟବ୍ୟ —ଏହିପରି ରାଜ୍ୟତାଡ଼ିତ, ରାଜ୍ୟବଞ୍ଚିତ ରାଜ୍ୟଭ୍ରଷ୍ଟ ଆଦି ପଦ ହୁଏ]