Jump to content

ରାଜ୍ୟଛ଼ଡ଼ା

ଉଇକିଅଭିଧାନ‌ରୁ

ରାଜ୍ୟଛ଼ଡ଼ା

ଉଚ୍ଚାରଣ

[ସମ୍ପାଦନା]

(ରାଜ୍ୟରୁ ବାହାର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ମନ୍ଦାର୍ଥ)

[ସମ୍ପାଦନା]
୧. ଲୋକବହିର୍ଭୂତ; ଯେଉଁ ବିଷୟ ସମଗ୍ର ରାଜ୍ୟରେ ଦେଖା ବା ଶୁଣା ନାହିଁ; ସୃଷ୍ଟି ଛଡ଼ା; ଅସାଧରଣ — ୧. (a matter) Which is not to be found in a country; extraordinary; unusual; uncommon.
୨. ରାଜ୍ୟରୁ ବିତାଡ଼ିତ; ନିର୍ବାସିତ —୨. Driven from a kingdom; deported; exiled