Jump to content

ରାଜ୍ୟାଙ୍ଗ

ଉଇକିଅଭିଧାନ‌ରୁ

ରାଜ୍ୟାଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)—(ନୀତିଶାସ୍ତ୍ର)

[ସମ୍ପାଦନା]

ରାଜ୍ୟ ଶାସନ ନିମନ୍ତେ ପ୍ରୟୋଜନୀୟ ଉପକରଣ ବା ପ୍ରଧାନ ଅଙ୍ଗ (Science of politics) Constituent parts of a state; the essential elements or materials or componnets of a kingdom.

[ଦ୍ରଷ୍ଟବ୍ୟ —ହିନ୍ଦୁ ନୀତିଶାସ୍ତ୍ର ମତରେ ରାଜ୍ୟାଙ୍ଗ ଆଠଗୋ଼ଟି (ବା ମତାନ୍ତରେ ନଅ ଗୋଟି), ଯଥା—୧ ସ୍ୱାମୀ ବା ଅଧି ପତି, ୨ ଅମାତ୍ୟ ବା ମନ୍ତ୍ରୀ, ୩ ସୂହୃତ୍ ବା ମିତ୍ର ,୪ ଧନ ବା କୋଷ, ୫ ରାଷ୍ଟ୍ର ବା ଦେଶ, ୬ ଦୂର୍ଗ,୭ ସୈନ୍ୟ ବା ବଳ, ୮ ପ୍ରକୃତି ବା ପ୍ରଜା, ୯ ତପସ୍ୱୀ ବା ପୁରୋହିତ]