ରାଜ୍ୟ ଭାର
ଦେଖଣା
ରାଜ୍ୟ ଭାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍;ରାଜ୍ୟ+ଭାର)
[ସମ୍ପାଦନା]- ୧. ରାଜାଙ୍କଦ୍ୱାରା ଅନ୍ୟ ଉପରେ ନ୍ୟସ୍ତ ରାଜ୍ୟଶାସନ କାର୍ଯ୍ୟ ଚଳାଇବାର ଦାୟିତ୍ୱ —୧. The charge of governing a country; the duty of administration.
- ୨. ରାଜାଙ୍କ ନିଜ ରାଜ୍ୟାଶାସନରୂପ ଗୁରୁଦାୟିତ୍ୱ ବା କର୍ତ୍ତବ୍ୟ —୨. The onerous duties which devolve on the king of administering his kingdom.