Jump to content

ରାଜ୍ୟ ଲୋକେ

ଉଇକିଅଭିଧାନ‌ରୁ

ରାଜ୍ୟ ଲୋକେ

ଉଚ୍ଚାରଣ

[ସମ୍ପାଦନା]

[ରାଜ୍ୟର ଲୋକେ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବହୁବଚନ)

[ସମ୍ପାଦନା]
୧. ରାଜ୍ୟବାସୀ ବ୍ୟକ୍ତିଗଣ — ୧. Inhabitants of a country.
୨. ସମଗ୍ର ରାଜ୍ୟର ଅଧିବାସୀ ବ୍ୟକ୍ତିଗଣ —୨. All the people of a country.
୩. ବହୁସଂଖ୍ୟକ ବା ଅସଂଖ୍ୟ ଲୋକ —୩. Innumerable persons; numerous people.