ରାଜ୍ୟ ଲୋଭ
(ରାଜ୍ୟ ଲୋଲୁପତା, ରାଜ୍ୟଲିପ୍ସା—ଅନ୍ୟରୂପ)
(ରାଜ୍ୟଲୋଲୁପ, ରାଜ୍ୟଲୋଭୀ, ରାଜ୍ୟଲୁବ୍ଧ, ରାଜ୍ୟଲିପ୍ସ—ବିଣରୂପ)
ରାଜ୍ୟପ୍ରାପ୍ତି ପାଇଁ ଲୋଭ — A desire to acquire a kingdom.