Jump to content

ରାଜ ଦଇବକ

ଉଇକିଅଭିଧାନ‌ରୁ

ରାଜ ଦଇବକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ଓଡ଼ିଆ) ବିଶେଷ୍ୟ -

[ସମ୍ପାଦନା]

ରାଜାଙ୍କ ଦଖଲର ଦାବୀ — Demand of possession by the king.

[ଉ—ଏ ଭୂମିରେ ରାଜଦଇବକ ପଡ଼ିଲେ, ଏ ଚୋପ ପତ୍ର ଦେଖାଇ ଅମଳ କରିବି ପ୍ରାଚୀନ ସନନ୍ଦ]