Jump to content

ରାଜ ଦର୍ଶନ

ଉଇକିଅଭିଧାନ‌ରୁ

ରାଜ ଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ରାଜାଙ୍କୁ ସାକ୍ଷାତ୍ କରିବା; ରାଜାଙ୍କର ସାକ୍ଷାତ୍କାର ଲାଭ —A evee; an audience granted by the king.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଶୁଭ ନକ୍ଷତ୍ର ଓ ଶୁଭ ତିଥିରେ ରାଜଦର୍ଶନ କରିବାର ବିଧି ଅଛି]