ରାଜ ପରିଚ୍ଛଦ
ଦେଖଣା
ରାଜ ପରିଚ୍ଛଦ
ଉଚ୍ଚାରଣ
[ସମ୍ପାଦନା][ରାଜ ପରିଧାନ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ମହାର୍ଘ୍ୟ ବା ରାଜାଙ୍କ ଯୋଗ୍ୟ ପୋଷାକ —୧. Princely or rich dress.
- ୨. ରାଜାଙ୍କ ପୋଷାକ — ୨. Royal dress; king's garment.
- ୩. (ମ.ପ. ଲୋ) ରାଜଦତ୍ତ ପୋଷାକ; ଖିଲ୍ଲତ —୩. A dress bestowed by a king.
- ୪. ରାଜକର୍ମଚାରୀଙ୍କ ପରି— ଧେୟ ପୋଷାକ —୪. Official dress.
- ୫. ରାଜ ଦର—ଦରବାରରେ ପରିଧେୟ ପୋଷାକ —୫. Court dress.