ରାଜ ପୁତ୍ରିକା
ଦେଖଣା
ରାଜ ପୁତ୍ରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରାଜପୁତ୍ରକ+ଆ)
[ସମ୍ପାଦନା]- ୧. ରାଜକନ୍ୟା;ଜେମା — ୧. Princess.
- ୨. ଜାତୀ; ଜାଇଫୁଲ —୨. A sort of Jasmine; Jasminum Grandiflorum.
- ୩. ପକ୍ଷିବିଶେଷ —୩. A kind of bird.
- ୪. ଏକଜାତୀୟ ପିତା ଲାଉ — A species of bitter pumpkin.
- ୫. ରାଜୀଫଳ; ପୋଟଳ; ପଟୋଳ —୫. Tricosanthes Dioica.