Jump to content

ରାଜ ପୁର

ଉଇକିଅଭିଧାନ‌ରୁ

ରାଜ ପୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରଜଭବନ —୧. King's palace.
୨. ରାଜଧାନୀ —୨. King's capital; metropolis.
୩. ନ୍ୟାୟ ବିଶେଷ —୩. A kind of analogy.

[ଦ୍ରଷ୍ଟବ୍ୟ —ରାଜପୁରକୁ ଜଗିଥିବା ରକ୍ଷିବର୍ଗଙ୍କ ସମ୍ମୁଖରେ ତନ୍ମଧ୍ୟକୁ ପ୍ରବେଶ କରିବା ବ୍ୟକ୍ତିମାନେ ଯେଉଁପରି ଆଗ ପଛ ହୋଇ ଶ୍ରେଣୀବଦ୍ଧ ଭାବରେ ଗମନ କରନ୍ତି, ସେହିପରି କାର୍ଯ୍ୟ କାରଣର ଶ୍ରେଣୀବଦ୍ଧ ଭାବଥିଲେ ଏହି ନ୍ୟାୟର ପ୍ରୟୋଗ କରାଯାଏ]