ରାଜ ବଂଶୀକରଣ
ଦେଖଣା
ରାଜ ବଂଶୀକରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ରାଜାଙ୍କୁ ନିଜର ବଶରେ ରଖିବା —୧. The act of bringing a king under one's influence.
- ୨. ତନ୍ତ୍ରୋକ୍ତ ପ୍ରୟୋଗ ବିଶେଷ (ଯଦ୍ଦ୍ୱାରା ରାଜାମାନେ ସାଧକର ବଶୀଭୂତ ହୁଅନ୍ତି) —୨. Tantric rites performed with a view to bringing kings under one's control or influence.