Jump to content

ରାଜ ବିଧାନ

ଉଇକିଅଭିଧାନ‌ରୁ

ରାଜ ବିଧାନ

ଉଚ୍ଚାରଣ

[ସମ୍ପାଦନା]

(ରାଜବିଧି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଜବଂଶପ୍ରଚଳିତ ନିୟମ — ୧. Royal custom.
୨. ରାଜାଙ୍କ ପ୍ରବର୍ତ୍ତିତ ଆଇନ୍ — ୨. Laws promulgated by the king.