ରାଜ ଭାଗ
ଦେଖଣା
ରାଜ ଭାଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜନ୍+ଭାଗ)
[ସମ୍ପାଦନା]- ୧. ରାଜାଙ୍କୁ ଦେୟ ରାଜସ୍ୱ ଆଦି —୧. Royalty.
- ୨. ଜମି ଚାଷ କରିଥିବା ରଇତ ଫସଲର ଯେଉଁ ଅର୍ଦ୍ଧେକ ଭୂମ୍ୟାଧିକାରୀଙ୍କୁ ଦିଏ —୨. Produce-rent paid to the landlord by a cultivating rayat.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଦାନାଧ୍ୟକ୍ଷଙ୍କର ପ୍ରାପ୍ୟ କେତେକ ବିଶିଷ୍ଟ ଅଧିକାର —Some privileges dues to the donors.