Jump to content

ରାଜ ମଣ୍ଡଳ

ଉଇକିଅଭିଧାନ‌ରୁ

ରାଜ ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଜା+ମଣ୍ଡଳ=ସମୂହ)

[ସମ୍ପାଦନା]
୧. ରାଜାସମୂହ — ୧. An assembly of kings.
୨. ହିନ୍ଦୁ ରାଜନୀତି ବର୍ଣ୍ଣିତ ଦ୍ୱାଦଶ ପ୍ରକାରର ରାଜା — ୨. Twelve classes of kings classified in the HIndu science of politics.

(ଯଥା— ୧ ଅଭି (Enemy),

୨. ମିତ୍ର (Allyy),
୩. ଅରିର ମିତ୍ର (Friend of an enemy),
୪. ମିତ୍ରର ମିତ୍ର (Friend of an ally),
୫. ଅରିମିତ୍ରର ମିତ୍ର (Friend of enemy's ally),
୬. ପାର୍ଷ୍ଣିଗ୍ରାହ (An ally who fights with a king's enemy who attacks during the king's absence)
୭. ଆକ୍ରନ୍ଦ (Fighting; belligerent)
୮. ପାର୍ଷ୍ଣି— ଗ୍ରାହାସାର (An enemy of Pārsnṇigrāha),
୯. ଅକ୍ରନ୍ଦାସାର (The enemy of the belligerent)
୧. ବିଜିଗୀଷୂ (Bent upon conquest; invader),
୧୧. ମଧ୍ୟମ (Mediator),
୧୨. ଉଦାସୀନ (Neutral)