Jump to content

ରାଜ ଯକ୍ଷ୍ମା

ଉଇକିଅଭିଧାନ‌ରୁ

ରାଜ ଯକ୍ଷ୍ମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ରାଜ=ଚନ୍ଦ୍ର+ଯକ୍ଷ୍ମା; ଚନ୍ଦ୍ରଙ୍କୁ ଏହି ରୋଗ ଧରି ଥିବାରୁ ଏହି ନାମ)

[ସମ୍ପାଦନା]

ରାଜକାଶ; ଅତି ଶୀଘ୍ର ପ୍ରାଣନାଶକ ଶ୍ୱାସରୋଗ ବିଶେଷ —Pulmonary consumption; pthisis.