Jump to content

ରାଜ ଯୋଗ

ଉଇକିଅଭିଧାନ‌ରୁ

ରାଜ ଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୋଗସାଧନର ମାର୍ଗ ବିଶେଷ; ରାଜବିଦ୍ୟା; କର୍ମଯୋଗର ଚରମ ଅବସ୍ଥା —୧. A mode of devotional meditation.
୨. ଜାତକରେ ଗ୍ରହ— ମାନଙ୍କର ଶୁଭ ସୂଚକ ଅବସ୍ଥାନ ବିଶେଷ (ଏପରି ବ୍ୟକ୍ତି ରାଜା ହୁଅନ୍ତି) —An auspicious combination of natal planets bringing about the person's becoming a king.