Jump to content

ରାଜ ରାଜେଶ୍ୱର

ଉଇକିଅଭିଧାନ‌ରୁ

ରାଜ ରାଜେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
(ରାଜ ରାଜେଶ୍ୱରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ରାଜାଧିରାଜ; ସମ୍ରାଟ — ୧. Emperor.
୨. ଜାଦୁ ଓ କୁଷ୍ଠ— ଆଦିର ଆରୋଗ୍ୟକାରୀ ଔଷଧ ବିଶେଷ
—୨. Name of a medicinal preparation for the cure of skin disease.

[ଦ୍ରଷ୍ଟବ୍ୟ — ପାରା, ଗନ୍ଧକ, ହରତାଳ ସଙ୍ଗେ ତମ୍ୱାକୁ ମିଶାଇ ଭୃଙ୍ଗ ରାଜରସରେ ଏକଦିନ ମର୍ଦ୍ଦନ କରି, ଏଥିରେ ତ୍ରିଫଳା ଗଡ଼ୁଚି, ବାକୁଚି ସମଭାଗରେ ମିଶାଇ ଦୁଇରତି ପ୍ରମାଣେ ବଟିକା ତିଆରି କରାଯାଏ ଓ ଏହା ଦୁଇ ତୋଳା ମଧୁ ବା ଘିଅ ସଙ୍ଗେ ସେବନୀୟ—ହିନ୍ଦୀ - ଶ]